କନ୍ଧମାଳର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର ; କମ୍ବିଂ ଅପରେସନ ଜୋରଦାର

Published By : Prameya-News7 Bureau | November 12, 2018 IST

କନ୍ଧମାଳ ୧୨|୧୧: କନ୍ଧମାଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି । ଫିରିଙ୍ଗିଆ ଥାନା ମାସିରିପଡା ପୁକେର ମାହାନ୍ ଓ ଗୋଛାପଡା ଖଜୁରୀ ଗାଁରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ଲଗାଯାଇଛି ଏହି ପୋଷ୍ଟର । ପୋଷ୍ଟର ଜବତ କରି ଫିରିଙ୍ଗିଆ ପୋଲିସ ତଦନ୍ତ କରୁଛି। ଗତକାଲି କୋଟଗଡଠାରେ ଲାଗିଥିଲା ମାଓ ପୋଷ୍ଟର । ସେପଟେ କମ୍ବିଂ  ଅପରେସନକୁ ଜୋରଦାର କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.