କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର, ଭୋଟ୍ ବର୍ଜନ ଲାଗି ଉଲ୍ଲେଖ

Published By : Prameya-News7 Bureau | March 13, 2019 IST

ବାଲିଗୁଡା ୧୩|୩ : କନ୍ଧମାଳରେ ପୁଣି ଲାଗିଲା ମାଓ ପୋଷ୍ଟର । ବାଲିଗୁଡା ପରମପାଙ୍ଗା ସୁକୁଙ୍ଗିଆ ଛକରେ ମାଓବାଦୀ ବିଭିନ୍ନ ସ୍ଥାନରେ ଲାଲ୍ ରଙ୍ଗର ବ୍ୟାନର ଓ ପୋଷ୍ଟର ମାରିଛନ୍ତି । ନିର୍ବାଚନ ପୂର୍ବରୁ ପୋଷ୍ଟର ଲଗାଇ ଜନସାଧାରଣଙ୍କୁ ଭୋଟ ବର୍ଜନ କରି ସଶସ୍ତ୍ର ସଂଗ୍ରାମରେ ସାମିଲ ହେବାପାଇଁ ଏଥିରେ ଆହ୍ବାନ ଦିଆଯାଇଛି । ସିପିଆଇ ମାଓବାଦୀ ବାଘୁନା ଡିଭିଜନ ଏହି ପୋଷ୍ଟର ଲଗାଇଥିବା ଏଥିରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.