କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ନିକଟରୁ ମାଓ ପୋଷ୍ଟର ଉଦ୍ଧାର : ଫୋନିରେ ମୃତକ ପରିବାରକୁ୨୦ ଲଷ ଟଙ୍କା ଦେବାକୁ ଦାବି
20/05/2019 at 8:08 AM

କାଳାହାଣ୍ଡି ୨୦/୫ : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ପେରୁମଞ୍ଜି ନିକଟରୁ ମାଓ ପୋଷ୍ଟର ଉଦ୍ଧାର ହୋଇଛି । ନାଗାବଳୀ ବାଶଂଧାରା ଘୁମୁସୁରା ଡିଭିଜନ ପକ୍ଷରୁ ଲଗାଯାଇଛି ପୋଷ୍ଟର । ଫୋନି ବାତ୍ୟାରେ ମୃତକ ପରିବାରକୁ୨୦ ଲଷ ଟଙ୍କା ଦେବାକୁ ଦାବି କରି ପୋଷ୍ଟର ମରାଯାଇଛି । ଘରଭଙ୍ଗା ବାବଦକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପୋଷ୍ଟର ମାଧ୍ୟମରେ ଦାବି କରାଯାଇଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021