Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ଥମୁନି ମାଓ ହିଂସା, ଜାଳିଦେଲେ ଜେସିବି

19/12/2020 at 11:44 AM

ମାଲକାନଗିରି ୧୯।୧୨: ବିଜାପୁର ଜିଲ୍ଲାରେ ଥମୁନି ମାଓ ହିଂସା। ପୁଣି ବିକାଶମୂଳକ କାର୍ଯ୍ୟକୁ ବିରୋଧ। ବିଭିନ୍ନ ଉନ୍ନୟନମୂଳକ କାମକୁ ବିରୋଧ କରି ଜେସିବି ଜାଳିଦେଲେ ନକ୍ସଲ। ଛତିଶଗଡ ବିଜାପୁର ଜିଲ୍ଲା ପାମେଡ୍ ଅଞ୍ଚଳରେ ଘଟିଛି ଏହି ଘଟଣା।

ପାମେଡ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ଦୁଇଜଣ କର୍ମଚାରୀ ଗୋଟିଏ ଜେସିବି ସାହାଯ୍ୟରେ ପଥର ଖନନ କାମ କରୁଥିଲେ। ଗତକାଲି ସନ୍ଧ୍ୟା ବେଳେ  କିଛି ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚି ହେଲ୍ପର ଏବଂ ଅପରେଟରଙ୍କୁ ଧମକ ଦେବା ସହିତ ସମ୍ପୁର୍ଣ୍ଣ ଜାଳି ଦେଇଛନ୍ତି। ଏନେଇ ଦୁଇଜଣ କର୍ମଚାରୀ ପାମେଡ୍ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଗତ ଦୁଇ ଦିନ ତଳେ ଫରସେଗଡ ଥାନା ନିକଟସ୍ଥ ଗାଁ ରେ ୬ ଟି ଗାଡ଼ି ପୋଡିଥିଲେ। ଗୋଟେ ରାସ୍ତା ନିର୍ମାଣ କାମରେ ନିୟୋଜିତ ହୋଇଥିଲା ଟ୍ରାକ୍ଟର ଓ ଜେସିବି।

   Related Posts