ବାଲିଗୁଡା ଗାଡିମାସ୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
5/10/2018 at 2:36 PM

କନ୍ଧମାଳ ୫/୧୦ : ବାଲିଗୁଡା ଗାଡିମାସ୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି | ଆଜି ସକାଳେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମିଳିତ କମ୍ବିଙ୍ଗ ଅପରେସନ ବେଳେ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲେ | ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାପିବାଦୀ ପୋଷାକ, ମୋବାଇଲ, ଜୋତା, ଛତା ଜବତ ହୋଇଛି | ପୋଲିସ ଉପସ୍ଥିତି ଜାଣିବା ପରେ ଛେତ୍ରଭଙ୍ଗ ମାଓବାଦୀଂଏଁ ଛତ୍ରଭଙ୍ଗ ଦେଇଥିବା ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି | କୌଣସି ଗୁଳି ବିନିମୟ କିମ୍ବା ମୃତାହତର ସୂଚନା ମିଳିନାହିଁ |
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021