Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବାଲିଗୁଡା ଗାଡିମାସ୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

5/10/2018 at 2:36 PM

କନ୍ଧମାଳ ୫/୧୦ : ବାଲିଗୁଡା ଗାଡିମାସ୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି | ଆଜି ସକାଳେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମିଳିତ କମ୍ବିଙ୍ଗ ଅପରେସନ ବେଳେ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲେ | ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାପିବାଦୀ ପୋଷାକ, ମୋବାଇଲ, ଜୋତା, ଛତା ଜବତ ହୋଇଛି | ପୋଲିସ ଉପସ୍ଥିତି ଜାଣିବା ପରେ ଛେତ୍ରଭଙ୍ଗ ମାଓବାଦୀଂଏଁ ଛତ୍ରଭଙ୍ଗ ଦେଇଥିବା ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି | କୌଣସି ଗୁଳି ବିନିମୟ କିମ୍ବା ମୃତାହତର ସୂଚନା ମିଳିନାହିଁ |

   Related Posts