ମାଓ କ୍ୟାମ୍ପ୍ ଠାବ : ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ
30/01/2020 at 8:40 AM

ନୂଆପଡା ୩୦।୧: ନୂଆପଡାରୁ ମାଓ କ୍ୟାମ୍ପ ଠାବ ହୋଇଛି । ବୋଡେନ ଥାନା କାଠଫାର ଜଙ୍ଗଲ ଭିତରେ ମାଓ କ୍ୟାମ୍ପ୍ ଠାବ କରାଯାଇଛି । ମାଓ କ୍ୟାମ୍ପ୍ରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

କମ୍ବିଂ ଅପରେସନ ବେଳେ ୨୧୬ ସିଆରପିଏଫ ଯବାନଙ୍କୁ ଏହି ସଫଳତା ମିଳିଛି । ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021