କନ୍ଧମାଳରେ ଲଗାଣ ବର୍ଷା : ଡ୍ୟାମ୍ ଉପରେ ୨ରୁ ୩ ଫୁଟ ବନ୍ୟାଜଳ ପ୍ରବାହିତ, ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

Published By : Prameya-News7 Bureau | August 07, 2019 IST

କନ୍ଧମାଳ ୭|୮: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ । ବନ୍ୟା ଜଳ ଘେରରେ ତୁମୁଡିବନ୍ଧ ବ୍ଲକର ସିର୍ଲା, ଲଙ୍କାଗଡ, ଝିରିପାଣି, ଗୁମା ଅଞ୍ଚଳବାସୀ ।

{"id":141738}

ଡାକପାଲା ଡ୍ୟାମ୍ ଉପରେ ୨-୩ ଫୁଟ ବନ୍ୟାଜଳ ପ୍ରବାହିତ । ଫଳରେ ଡାକପାଲା, ଦାମିକା ସମେତ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବାଲିଗୁଡା-ତୁମୁଡିବନ୍ଧ ରାସ୍ତାର ବାଟାଗୁଡା-ମଣ୍ଡଳପଦରଠାରେ ରାସ୍ତା କଲଭର୍ଟ ଧୋଇଯିବା ଫଳରେ ଗମନାଗମନ ବିଚ୍ଛିନ  ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.