Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

କନ୍ଧମାଳରେ ଲଗାଣ ବର୍ଷା : ଡ୍ୟାମ୍ ଉପରେ ୨ରୁ ୩ ଫୁଟ ବନ୍ୟାଜଳ ପ୍ରବାହିତ, ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

7/08/2019 at 12:02 PM

କନ୍ଧମାଳ ୭|୮: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ । ବନ୍ୟା ଜଳ ଘେରରେ ତୁମୁଡିବନ୍ଧ ବ୍ଲକର ସିର୍ଲା, ଲଙ୍କାଗଡ, ଝିରିପାଣି, ଗୁମା ଅଞ୍ଚଳବାସୀ ।

ଡାକପାଲା ଡ୍ୟାମ୍ ଉପରେ ୨-୩ ଫୁଟ ବନ୍ୟାଜଳ ପ୍ରବାହିତ । ଫଳରେ ଡାକପାଲା, ଦାମିକା ସମେତ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବାଲିଗୁଡା-ତୁମୁଡିବନ୍ଧ ରାସ୍ତାର ବାଟାଗୁଡା-ମଣ୍ଡଳପଦରଠାରେ ରାସ୍ତା କଲଭର୍ଟ ଧୋଇଯିବା ଫଳରେ ଗମନାଗମନ ବିଚ୍ଛିନ  ହୋଇଛି ।

   Related Posts