Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଲଗାଣ ବର୍ଷାରେ ଉବୁଟୁବୁ ପାରାଦୀପ ; ବିଭିନ୍ନ କଲୋନୀ ଓ ବସ୍ତି ଅଚଂଳରେ ପଶିଛି ପାଣି

6/09/2018 at 10:56 AM

ପାରାଦୀପ ୬|୯: ସେପଟେ ଲଗାଣ ବର୍ଷାରେ ଉବୁଟୁବୁ ପାରାଦୀପ । ବିଭିନ୍ନ କଲୋନୀ ଓ ବସ୍ତି ଅଚଂଳରେ ପାଣି ପଶିଛି । ପାରାଦୀପ ଉପକଣ୍ଠ ନୁଆଗଡ଼ ଓ ପାରାଦୀପ ଗଡ଼ ପଚାଂୟତ ମଧ୍ୟ ଜଳମଗ୍ନ ହୋଇଛି । ବର୍ଷାରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଘରେ ଘରେ ପାଣି ପଶିଯିବାରୁ ସ୍କୁଲରେ ଆଶ୍ରୟ ନେଇଛନ୍ତି ଲୋକେ । ଦୁଇ ଦିନ ଧରି ପାରଦୀପରେ ଲାଗି ରହିଛି ବର୍ଷା । ଏଥିରେ ତଳିଆ ଅଞ୍ଚଳର ଲୋକେ ବେଶି ପ୍ରଭାବିତ ହୋଇଛନ୍ତି। ଲଘୁଚାପ ଜନିତ ବର୍ଷା ନେଇ ପ୍ରଶାସନ ନିକଟରେ ଆଗୁଆ ସୂଚନା ଥିଲେ ମଧ୍ୟ ଏନେଇ ବସ୍ତି ଅଞ୍ଚଳର ଲୋକଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

   Related Posts