Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନବରାତ୍ରିରେ ରାଶି ଅନୁସାରେ ଜପ କରନ୍ତୁ ଏହି ୧୨ ମନ୍ତ୍ର, ପୂରଣ ହେବ ମନୋସ୍କାମନା

11/10/2020 at 2:36 PM

ଭୁବନେଶ୍ୱର ୧୧/୧୦ : ଆସନ୍ତା ୧୭ ତାରିଖରୁ ୨୫ ତାରିଖରେ ନବରାତ୍ରି ପାଳନ କରାଯିବ | ନବରାତ୍ରିରେ ନିଜ ରାଶି ଅନୁସାରେ ମା ନବ ଦୁର୍ଗାଙ୍କ ଭିନ୍ନ ଭିନ୍ନ ମନ୍ତ୍ର ଜପ କଲେ ମା’ ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି | ମନ୍ତ୍ର ଜପ ଦ୍ୱାରା ପରିବାରରେ ସୁଖ ଶାନ୍ତି ମଧ୍ୟ ବଜାୟ ରହିବ | ନିଜ ରାଶି ଅନୁସାରେ ଜାଣନ୍ତୁ କେଉଁ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ଶୁଭ:

ମେଷ – ଓଁ ଏଂ ମହାସରସ୍ବତୀ ଦେବୈ ନମଃ

ବୃଷ – ଓଁ କ୍ରାଂ କ୍ରିଂ କ୍ରୁଂ କାଲିକା ଦେବୈ ନମଃ

ମିଥୁନ – ଓଁ ଦୁଂ ଦୁର୍ଗାୟୈ ନମଃ

କର୍କଟ – ଓଁ ଲଳିତା ଦେବୈ ନମଃ

ସିଂହ – ଓଁ ଏଂ ମହାସରସ୍ବତୀ ଦେବୈ ନମଃ

କନ୍ୟା – ଓଁ ଶୂଲ ଧାରିଣୀ ଦେବୈ ନମଃ

ତୁଳା – ଓଁ ହ୍ରିଂ ମହାଲକ୍ଷ୍ମୈ ନମଃ

ବିଛା – ଓଁ ଶକ୍ତିରୂପାୟୈ ନମଃ/ ଓଁ କ୍ଲିଂ କାମାକ୍ଷୈ ନମଃ

ଧନୁ – ଓଁ ଏଂ ହ୍ରିଂ କ୍ଲିଂ ଚାମୁଣ୍ଡାୟୈ ବିଚ୍ଚେ

ମକର – ଓଁ ପାଂ ପାର୍ବତୀ ଦେବୈ ନମଃ

କୁମ୍ଭ – ଓଁ ପାଂ ପାର୍ବତୀ ଦେବୈ ନମଃ

ମୀନ – ଓଁ ଶ୍ରୀଂ ହ୍ରିଂ ଶ୍ରୀଂ ଦୁର୍ଗା ଦେବୈ ନମଃ

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts