Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସେପ୍ଟେମ୍ବରରେ ବସିବ ମୌସୁମୀ ଅଧିବେଶନ, ଟିକା ନେଇନଥିବା ବିଧାୟକଙ୍କୁ ବିଧାନସଭା ମନା

3/07/2021 at 4:49 PM

ଭୁବନେଶ୍ୱର, ୦୩/୦୭: ସେପ୍ଟେମ୍ବରରେ ବସିବ ବିଧାନସଭା ମୌସୁମୀ ଆଧିବେଶନ । ଏହାର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଡବଲ ଡୋଜ ଟିକା ନେଇ ନଥିଲେ ବିଧାନସଭା ଅଧିବେଶନ ମନା ବୋଲି କହିଛନ୍ତି ବାଚସ୍ପତି ।

ଯେଉଁ ବିଧାୟକ, ମନ୍ତ୍ରୀ ଡବଲ ଡୋଜ ଟିକା ନେଇ ନଥିବେ ସେମାନେ ଅଧିବେଶନକୁ ଆସିପାରିବେ ନାହିଁ । ଏହାଛାଡ଼ା ଯେଉଁ ବିିଧାୟକ ମାନଙ୍କୁ ତିନିମାସ ଭିତରେ କୋରନା ହୋଇଥିବ ସେମାନଙ୍କ ଦେହରେ ଆଣ୍ଟିବଡି ଥିବାରୁ ସେମାନଙ୍କ ପାଇଁ ଏହି ନିୟମ କୋହଳ କରାଯିବ । ସେହିପରି କର୍ମଚାରୀଙ୍କ ଲାଗି ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

   Related Posts