ଘର ନିକଟ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | August 18, 2019 IST

କଳାହାଣ୍ଡି  ୧୮/୮: କଳାହାଣ୍ଡି କୋକସରାରେ ଅଭାବନୀୟ ଘଟଣା  ଘଟିଛି। ଘର ନିକଟ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କୋକସରା ଥାନା ଅନ୍ତର୍ଗତ ଦଳିତସାହିରେ ଏହି ଘଟଣା ଘଟିଛି । ମୃତକ ହେଲେ ଡମ୍ବରୁ ବାଗ୍ ।

{"id":145595}

ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ  ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସକାଳୁ ଗାଁ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି କୋକସରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.