ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସ୍ବର୍ଗତ ମନୋହର ପାରିକର: ମୁଖାଗ୍ନି ଦେଲେ ବଡ ପୁଅ

Published By : Prameya-News7 Bureau | March 18, 2019 IST

ପାଣାଜୀ ୧୮/୩ : ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସ୍ବର୍ଗତ ମନୋହର ପାରିକର | ମୀରାମାର ଘାଟରେ ପାରିକରଙ୍କୁ ରାଜକୀୟ ସମ୍ମାନର ସହିତ ଶେଷ ବିଦାୟ ଦିଆଯାଇଛି | ପାରିକରଙ୍କ ବଡ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି |

{"id":94857}

ପାରିକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ | ପାରିକରଙ୍କ ଅନ୍ତିମ ଯାତ୍ରା କଳା ଏକାଡେମୀ ଠାରୁ ମୀରାମାର ପହଞ୍ଚିଥିଲା |

{"id":94858,"width":574,"height":344}

ବିଜେପି ଅଧ୍ୟକ୍ଷ ଅମିତ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫାଡନାବିଷ, କେନ୍ଦ୍ରମନ୍ତ୍ରୀ ସୁଭାଷ ଭାମ୍ରେ, ସ୍ମୃତି ଇରାନୀ ପାରିକରଙ୍କୁ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରିଥିଲେ |

{"id":94859,"width":573,"height":301}

ସ୍ମୃତି ଇରାନୀ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଭାବ ବିହ୍ଵଳ ହୋଇପଡିଥିଲେ | ପ୍ରଧାନମନ୍ତ୍ରୀ ମୋଦି ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପାରିକରଙ୍କ ପରିବାରକୁ ସମବେଦନା ଜଣାଇଥିଲେ |

{"id":94860,"width":572,"height":381}
{"id":94861,"width":572,"height":381}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.