Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସ୍ବର୍ଗତ ମନୋହର ପାରିକର: ମୁଖାଗ୍ନି ଦେଲେ ବଡ ପୁଅ

18/03/2019 at 6:49 PM

ପାଣାଜୀ ୧୮/୩ : ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସ୍ବର୍ଗତ ମନୋହର ପାରିକର | ମୀରାମାର ଘାଟରେ ପାରିକରଙ୍କୁ ରାଜକୀୟ ସମ୍ମାନର ସହିତ ଶେଷ ବିଦାୟ ଦିଆଯାଇଛି | ପାରିକରଙ୍କ ବଡ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି |

ପାରିକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ | ପାରିକରଙ୍କ ଅନ୍ତିମ ଯାତ୍ରା କଳା ଏକାଡେମୀ ଠାରୁ ମୀରାମାର ପହଞ୍ଚିଥିଲା |

ବିଜେପି ଅଧ୍ୟକ୍ଷ ଅମିତ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫାଡନାବିଷ, କେନ୍ଦ୍ରମନ୍ତ୍ରୀ ସୁଭାଷ ଭାମ୍ରେ, ସ୍ମୃତି ଇରାନୀ ପାରିକରଙ୍କୁ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରିଥିଲେ |

ସ୍ମୃତି ଇରାନୀ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଭାବ ବିହ୍ଵଳ ହୋଇପଡିଥିଲେ | ପ୍ରଧାନମନ୍ତ୍ରୀ ମୋଦି ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପାରିକରଙ୍କ ପରିବାରକୁ ସମବେଦନା ଜଣାଇଥିଲେ |

   Related Posts