ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଏସୀୟ କ୍ରୀଡ଼ା : ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ପଦକ

28/08/2018 at 7:25 AM

ଜାକର୍ତ୍ତା ୨୮/୮ : ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତକୁ ମିଲିଲା ଆଉ ଏକ ସ୍ନର୍ଣ୍ଣ ପଦକ । ପୁରୁଷ ୮୦ ମିଟର ଦୌଡ଼ରେ ମନଜତ୍ ସିଂ ଜିତିଲେ ସ୍ୱର୍ଣ୍ଣ ପଦକ । ସେହିଭଳି ଜିନସନ ଜନସନଙ୍କୁ ମିଳିଲା ରୌପ୍ୟ ପଦକ । ଏହି ଦୁଇ ପଦକ ସହ ଭାରତକୁ ମୋଟ୍ ୪୯ଟି ପଦକ ମିଳିଛି । ଏଥିରେ ୯ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପଦକ ରହିଛି । ପଦକ ତାଲିକାରେ ଅଷ୍ଟମ ସ୍ଥାନରେ ଭାରତ ରହିଛି । ସମୁଦାୟ ୧୯୯ ଟି ପଦକ ପାଇ ଚୀନ୍ ପ୍ରଥମ ସ୍ଥାନରେ ରହିଛି ।

   Related Posts