Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

ଚୀନର ଭାଷା ରାଜୀନତିକୁ ତୀବ୍ର ଅଶାନ୍ତି: ମଙ୍ଗୋଲିଆ ଗ୍ରାମାଞ୍ଚଳର ସ୍କୁଲରେ ମାଣ୍ଡାରିଆନର ପ୍ରଚଳନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

2/09/2020 at 2:51 PM

ଚୀନ ତା ୦୨/୦୯- ଉତ୍ତର ଚାଇନାର ମଙ୍ଗୋଲିଅୀୟ କ୍ଷେତ୍ରରେ ଶହ ଶହ ଛାତ୍ର ନୂଆ ପଲିସି ବିରୋଧରେ ସ୍କଲ୍ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ତିନିଟି ମୁଖ୍ୟ ବିଷୟ ରାଜନୀତି,ଇତିହାସ, ଭାଷା ଓ ଲିଟ୍ରେଚର ମଙ୍ଗୋଲୀୟ ଭାଷାରେ ପଢ଼ା ନ ଯାଇ ମାଣ୍ଡାରିଆନରେ ପଢ଼ାଯିବ। ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ଯଦି ସେମାନେ ଚାଇନିଜ୍ ଭାଷାରେ ପଢ଼ାକୁ ସ୍ବୀକାର କରିବେ ତେବେ ସେମାନଙ୍କ ମଙ୍ଗୋଲିଆ ଭାଷାର ମୂଳୋତ୍ପାଟନ ହୋଇଯିବ। ସୋସାଲ୍ ମିଡ଼ିଆରେ ବିରୋଧ ପ୍ରଦର୍ଶନର ଏକାଧିକ ଫଟୋ ସେୟାର୍ କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ସ୍କଲ୍ ବାହାରେ ଅଭିଭାବକ ତଥା ଛାତ୍ରଛାତ୍ରୀ ଗୀତ ଗାଇ ତଥା ସ୍ଲୋଗାନ ଦେଇ ବିରୋଧ କରୁଛନ୍ତି। ପୁଣି କିଛି ପିଲା ସ୍ଲୋଗାନ୍ ଦେଉଛନ୍ତି- ମଙ୍ଗୋଲିଆ ଆମ ମାତୃଭାଷା! ମରିବା ଯାଏଁ ଆମେ ମଙ୍ଗୋଲିଅ ରହିବୁ।

ଏ ନୂଆ ନୀତି ଅଧିନରେ ଚାଇନିଜ୍ ଟେକ୍ସଟ୍ ବୁକ୍ ଦ୍ବାରା କ୍ଲାସ ଆରମ୍ଭ ହେବ। ଏହା ମଧ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ। ଦ ଇନର ମଙ୍ଗୋଲିଆ ରିଜିଓନାଲ ଏଡୁକେସନ୍ ବ୍ୟୁରୋ ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇଛି ଲାଙ୍ଗୁଏଜ୍ ଆଣ୍ଡ ଲିଟରେଚର୍, ରାଜନୀତି ଓ ଇତିହାସ ଏଇ ତିନିଟି ବିଷୟ କେବଳ ବଦଳିବ। ଅନ୍ୟ ସସମ୍ତ ବିଷୟ ମଙ୍ଗୋଲିଅ ଓ କୋରିଅନ୍ ଭାଷାରେ ପଢାଯିବ।

   Related Posts