Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ରଜ, ସାବିତ୍ରୀ ପାଇଁ ଅନୁଗୁଳରେ ଆରମ୍ଭ ହେଲା ‘MANGO ON WHEEL’, ସୁଲଭ ଦରରେ ଘରେ ପହଞ୍ଚିବ ସୁଆଦିଆ ଆମ୍ବ

5/06/2021 at 3:09 PM

ଅନୁଗୁଳ ୦୫/୦୬: ରଜ ସାବିତ୍ରୀକୁ ଦୃଷ୍ଟିରେ ରଖି ଅନୁଗୁଳ ପ୍ରଶାସନ ଆରମ୍ଭ କଲା Mango on Wheel କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଜୁନ୍ ୧୫ ତାରିଖ ଚାଲିବ । ଘରେ ଘରେ ଭଳିକି ଭଳି ସୁଆଦିଆ ଆମ୍ୱ ସୁଲଭ ଦରରେ ପ୍ରତି ଗାଁରେ ପହଂଚାଇବ ପ୍ରଶାସନ । ଲକ ଡାଉନ ଯୋଗୁଁ ଲୋକେ ଗୃହ ବନ୍ଦୀ ହୋଇଥିବାରୁ ତଥା କୋଭିଡ ସଂକ୍ରମଣ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଲୋକଙ୍କ ଘର ପାଖକୁ ଯାଇ ଏହି ଗାଡି ଗୁଡିକ ପହଁଚିବ । ଲୋକେ ନିଜ ଘର ଦୁଆରେ ମନ ମୁତାବକ ସୁଆଦିଆ ଆମ୍ଭ କିଣିବାର ସୁଯୋଗ ପାଇବେ । ଯଦି ବେଶୀ ଆମ୍ଭ ଦରକାର ତେବେ ଆପଣ ଆଗୁଆ ଆଡ଼ଭାନ୍ସ କରି କଲ୍ କଲେ ଆମ୍ବ ଲୋକମାନଙ୍କ ପାଖରେ ପହଞ୍ଚାଯିବାର ଲକ୍ଷ୍ୟ ରହିଛି । ଏପରି ବ୍ୟବସ୍ଥା ହେତୁ ଉଭୟ ଆମ୍ଭ ଚାଷୀ ଏବଂ ବ୍ୟବସାୟୀ ବେଶ ଲାଭବାନ ହେବେ । ଆଜି ଆନୁଷ୍ଠାନିକ ଭାବେ ଜିଲ୍ଲାପ୍ରଶାସନର PD, DRDA ଅନଗୁଳ ଏହି Mango on Wheel କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି ।

   Related Posts