Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଆମ୍ବ ପ୍ରଦର୍ଶନୀ

8/06/2018 at 2:20 PM

ଭୁବନେଶ୍ୱରରେ ନାବାର୍ଡ ପକ୍ଷରୁ ଆଜି ଏକ ଆମ୍ବ ପ୍ରଦର୍ଶନୀ ଆୟେ।ଜିତ ହେ।ଇଯାଇଛି ।୧୫ ଟି କିସମର ଆମ୍ବ ଏଥିରେ ପ୍ରଦର୍ଶିତ ହୋଇଥିଲା | ବିଶେଷ କରି ଆଦିବାସୀ ଅଧୁଷିତ ଅଚଂଳରେ ଚାଷୀ ମାନେ ଆମ୍ବ ଚାଷ କରି ଭୁବନେଶ୍ବର ମାର୍କେଟ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ବିକି ରେ।ଜଗାରର ପନ୍ଥା ବାହାର କରିବା ସହ ନାବାର୍ଡ ମାଧ୍ୟମରେ ଏହାକୁ ବିଭିନ୍ନ ସଂସ୍ଥା ଦେଶ ତଥା ଦେଶ ବାହାରେକୁ ରପ୍ତାନୀ କରାଯାଉଛି । ଯେଉଁଥିରେ କି ଆଦିବାସୀ ଅଧୁଷିତ ଅଚଂଳ ଚାଷୀ ଲାଭବାନ ହେଉଛନ୍ତି ।
ଦ୍ବିତୀୟ ରାଜ୍ୟସ୍ତରୀୟ ଆମ୍ବ ପ୍ରଦର୍ଶନୀ ନାବାର୍ଡ ପକ୍ଷରୁ ଅନୁଷ୍ଠିତ ହେ।ଇଛି ୮ ରୁ ୧୪ ତାରିଖ ପଯ୍ୟନ୍ତ ନାବାର୍ଡ ପରିସରରେ ଏହି ପ୍ରଦର୍ଶନୀ ଚାଲିଛି । ବିଶେଷ କରି ନାବାର୍ଡ ସହାୟତାରେ ଆଦିବାସୀ ଅଧୁଷିତ ଅଚଂଳ ରେ ରହୁଥିବା ଚାଷୀ ଆମ୍ବ ଚାଷ କରି ମାକେର୍ଟକୁ ଏହା ବିକ୍ରି ପାଇଁ ଆଣି ଆଆନ୍ତି ।ଏହି ପ୍ରଦର୍ଶନୀ ରେ ଲେଙ୍ଗଡା ଦଶେରୀ ମଲ୍ଲିକା ଆମ୍ର ପଲ୍ଳୀ ଗେ।ଲାଫାସ ବମ୍ବେ ଗ୍ରିନ ବାଇଗଣ ପଲ୍ଲେଇ ହିମ ସାଗର ଲାଟ ସୁନ୍ଦୀରୀ ଖିର ସାଗର ଭଲି ୧୫ ଟି ଅଧିକ କିସମ ର ଆମ୍ବ ଏଠାରେ ପ୍ରଦର୍ଶିତ ହେ।ଇଥିଲା ।ଏହି ପ୍ରଦର୍ଶନୀ କୁ ରାଜ୍ୟ ପାଲ ଗଣେଷୀ ଲାଲ ଉଦ ଘାଟନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଏହା ଓଡିଶା ଚାଷୀ ଙ୍କ ପ୍ରଚେଷ୍ଟା ରେ ଆମ୍ବ ଉତ୍ପାଦନ କୁ ମଧ୍ୟ ପ୍ରଶଂଶା କରିଥିଲେ ।
ବିଷେଶ କରି ନାବାର୍ଡ ପକ୍ଷରୁ ଚାଷୀ ଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏହି ଆମ୍ବ ପ୍ରଦର୍ଶନୀ ର ଆୟେ।ଜନ କରାଯାଇଥାଏ ।ବିଭିନ୍ନ କିସମ ର ଆମ୍ବ କୁ ବଜାର ମୁଲ୍ୟ ରେ ବିକିବା ପାଇଁ ନାବାର୍ଡ ଏହି ଚାଷୀ ଙ୍କୁ ସହାୟତା କରିଥାଏ ।ରାଜ ସମୟ ରେ ନାବାର୍ଡ ପକ୍ଷରୁ କରାଯାଉଥିବା ଏହି ପ୍ରଦର୍ଶନୀ ରୁ ସାଧାରଣ ଲେ।କ ମଧ୍ୟ ଆମ୍ବ କିଣିବା ସହ ବିଭିନ୍ନ କିସମର ଆମ୍ବର ଦେଖିବା ଓ ଖାଇବାର ସୁଯେ।ଗ ପାଇଥାଆନ୍ତି ।ତେବେ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଆମ୍ବ ଥିଲା ଆଲଫାନସେ। ।
ପ୍ରଥମ ଥର ପାଇଁ ଏହି ପ୍ରଦର୍ଶନୀ କୁ ତିନିଦିନ ପରିବେର୍ତେ୍ତ ୮ ଦିନ କରାଯାଇଛି ।ସାଧାରଣ ଲେ।କେ ଏହାର ଫାଇଦା ନେବା ନାବାର୍ଡ ପକ୍ଷରୁ ବ୍ୟବସ୍ ତା କରାଯାଇଛି ।

Leave a Reply

   Related Posts