ମାଲଦୀପରେ ସୁଟ୍‌ କରିଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ ମନ୍ଦିରା ବେଦୀ

Published By : Prameya-News7 Bureau | August 02, 2019 IST

ମାଲଦୀପ୨|୮: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ମାଲଦୀପରେ ଛୁଟି କାଟୁଛନ୍ତି । ମାଲଦୀପରେ ମନ୍ଦିର ବେଦୀ ହଟ୍ ଲୁକ୍ ଫଟୋ ସୁଟ୍ କରି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

{"id":140169,"width":587,"height":526}

ଏହି ଫଟୋରେ ମନ୍ଦିରା ବୋଲଡ୍ ଓ ସୁନ୍ଦର ଦେଖାଯାଉଛନ୍ତି। ମାଳଦୀପ​‌ରେ ମନ୍ଦିର ଅତି ବିଳାସପୂର୍ଣ୍ଣ ଛୁଟି କାଟୁଛନ୍ତି।

{"id":140170}

ମନ୍ଦିରାଙ୍କ ହଟ ଲୁକ୍ ଓ ସ୍ଲିମ୍ ଚେହେରା ପାଇଁ ସେ ସବୁବେଳେ ଚର୍ଚ୍ଚା ରହିଆସିଛନ୍ତି।

{"id":140171}

ଫିଟନେସ ପାଇଁ ମନ୍ଦିରା ଆହୁରି ସୁନ୍ଦର ଦେଖାଯାଉଛନ୍ତି। ତାଙ୍କୁ ୪୭ ବର୍ଷ ତଥାପି ତାଙ୍କ ହଟ୍ ଚେହେରା ପାଇଁ ସେ ଚର୍ଚ୍ଚା ରହିଆସିଛନ୍ତି। ପ୍ରଭାସ ଓ ଶ୍ରଦ୍ଧା କାପୁରଙ୍କ ସହ ମନ୍ଦିରା ପିଲ୍ମ ସାହୋରେ ନଜର ଆସିବେ।

{"id":140172}

ଏହି ପିଲ୍ମଟି ଅଗଷ୍ଟ ୩୦ ତାରିଖରେ ରିଲିଜ ହେବ। ଟିଭି ସୋ, ପିଲ୍ମ ଓ ଟେଲି ସପ୍ ଅପେକ୍ଷା କ୍ରିକେଟ ଖେଳ ହୋଷ୍ଟିଂରେ ମନ୍ଦିରାଙ୍କୁ ଅଧିକା ଦେଖିବାକୁ ମିଳିଥାଏ।

{"id":140173}

ଅଭିନୟ ଛଡ଼ା ଫ୍ୟାନସନ ଡିଜାଇନରେ ଋଚି ରଖନ୍ତି ମନ୍ଦିରା। ମାଳଦୀପରେ ଓ୍ବାଟର ଡ୍ରାଇଭିଂ କରିବା ସହ ବୋଟ ମଧ୍ୟ ସେ ଚଳାଉଛନ୍ତି।

{"id":140174}

ମାଳଦୀପରେ ସୁଟ୍ କରିଥିବା ଫଟୋକୁ ମନ୍ଦିରା ବେଦୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

{"id":140175}
{"id":140176}
{"id":140177}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.