Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ମାନସୀ କହିଲେ ସେତେ ବେଳେ ଏହି ପରିସ୍ଥିତି ବାଧ୍ୟ କଲା ଯାତ୍ରାକୁ ଆସିବା ପାଇଁ – କହିଲେ ବେଦନା କଥା,ଜାଣନ୍ତୁ କାହିଁକି ଆସିଥିଲେ ଯ।ତ୍ରା ପାଇଁ

14/02/2020 at 3:35 PM

ଭୁବନେଶ୍ୱର ୧୪।୦୨ – କେତେ ବେଳେ କିଏ କଳାକୁ ଭଲ ପାଇଁ ଯାତ୍ରା କରିବା ପାଇଁ ଆସିଛି ତ କାହାକୁ ପରିସ୍ଥିତି ବାଧ୍ୟ କରିଛି ଯ।ତ୍ରା କରିବା ପାଇଁ । ୨୩ ବର୍ଷ ତଳେ ଯାତ୍ରାକୁ ସବୁକିଛି ଦେଇ ଯାତ୍ରାକୁ ଆସିଛନ୍ତି । ବିନିଦ୍ର ରାତି , ନିଜର ସମୟ ଯୌବନ ସବୁ କିଛି ଯାତ୍ରା ପାଇଁ ଉତ୍ସଗ କରିଛନ୍ତି । ୨୩ ବର୍ଷ ତଳେ ଯାତ୍ରା କରିବା ପାଇଁ ଆସିଥିଲେ । ସେତେ ବେଳେ ଯାତ୍ରା ପାଇଁ ପରିସ୍ଥିତି ବାଧ୍ୟ କରିଥିଲା ।

ମାଆ ଚାଲିଯାଇଥିଲେ । ଭଲ ପରିସ୍ଥିତି ଥିଲା । ହେଲେ ମାଆ ଯିବା ପରେ ବାପା ଦ୍ୱିତୀୟ ବିବାହ କରିଥିଲେ । ସେହି ସମୟରେ ପରିସ୍ଥିତି ବାଧ୍ୟ କରିଥିଲା । ଘରର ଅଶାନ୍ତି ବାଧ୍ୟ କରିଥିଲା ଯାତ୍ରା ଦୁନିଆଁକୁ ଆସିବା ପାଇଁ । ବାପା ବି ଫେରାଇ ନେବା ପାଇଁ । ହେଲେ ଘରର ଅନେକ ଲୋକ ଥିଲେ । ଧୀରେ ଧୀରେ ଯ।ତ୍ରକୁ ଆପଣେଇ ନେଇଥିଲେ ।

ଅଷ୍ଟଶମ୍ଭୁରେ ସେ ନିଜର ଯାତ୍ରର ଯାତ୍ରା ଆରମ୍ଭ କରିଥିଲେ । ଅଭିନୟ କରିବା ପାଇଁ ମାଲିକଙ୍କୁ କହିଥିଲେ । ଛୋଟ ଛୋଟ ଅଭିନୟ କରି ନିଜର ଅଭିନୟ ଆରମ୍ଭ କରିଥିଲେ ।

ପୌରାଣିକ ନାଟକକୁ ଲୋକ ଗ୍ରହଣ କରି ନଥିଲେ । ସମାଜିକ ନାଟକ ପାଇଁ ସେମାନେ ଦାବି କରିଥିଲେ । ଏପରିକି କାଞ୍ଚି ଅଭିଯାନ ନାଟକ ବେଳେ ଚେୟାର ଟେବୁଲ ଫିଙ୍ଗିଥିଲେ । ଲୋକଙ୍କ ରୁଚି ଅନୁସାରେ ନାଟକ ହେଉଥିବା ମାନସୀ ଦଳେଇ କହିଛନ୍ତି ।

   Related Posts