ଏବେ ସୋସିଆଲ୍ ମିଡିଆରେ ଖୋଳୁଥିବା ଜେସିବି ମେସିନର ପୁଣି ଏକ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ବଡ଼ ବଡ଼ ବିଲଡିଂ ଭାଙ୍ଗିବାରେ କାମ ଦେଉଥିବା ଜେସିବି ମେସିନରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ପିଠି କୁଣ୍ଡାଉଥିବା ନଜର ଆସିଛନ୍ତି। ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ୟୁଜର୍ସ ଖୁବ୍ ସେୟାର କରୁଛନ୍ତି।
wp:html /wp:html୪୧ସେକେଣ୍ଡର ଏହି ଭାଇରାଲ୍ ହେଉଥିବା କ୍ଲିପରେ ଜଣେ ବୟସ୍କ ବ୍ୟକ୍ତି ନିର୍ମାଣ ମଝିରେ ଛିଡ଼ା ହୋଇଥିବା ଦେଖା ଯାଉଛନ୍ତି। ସେ ପୋଷାକରେ ନିଜ ପିଠିକୁ ରଗଡ଼ିବା ଏବଂ କୁଣ୍ଡାଇବାକୁ ଉଦ୍ୟମ କରୁଛନ୍ତି କିନ୍ତୁ ଏହା କାମ ଦେଉନାହିଁ।
{"id":345447,"sizeSlug":"large"}ଏହା ପରେ ବୟସ୍କ ବ୍ୟକ୍ତି ଜେସିବି ନିକଟକୁ ଯାଉଛନ୍ତି ଏବଂ ଏହା ପରେ ଜେସିବି ମେସିନ ତାଙ୍କ ପିଠିକୁ କୁଣ୍ଡାଉଛି। ଯାହା ଫଳରେ ତାଙ୍କୁ ଆରାମ ମିଳୁଛି।
{"id":345456,"sizeSlug":"large"}ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ଏହି ସମୟରେ ହସୁଥିବାର ଶୁଣା ଯାଉଛି। ଦୈନନ୍ଦିନ ଜୀବନରେ ଏପରି ଅନେକ ଦୃଶ୍ୟ ସାଧାରଣତଃ ଦେଖିବାକୁ ମିଳି ନଥାଏ।
{"id":345452,"sizeSlug":"large"}ଆଶ୍ଚର୍ଯ୍ୟର କଥା ଯେ ଏତେ ଭାରି ଧାତୁ ତାଙ୍କୁ କ୍ଷତି ପହଞ୍ଚାଇବା ପରିବର୍ତେ ଆରାମ ଦେଉଛି।