ପିଉସୀକୁ ଗଳାକାଟି ହତ୍ୟା କଲା ଭଣଜା : ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
1/07/2019 at 9:56 AM

ବୌଦ୍ଧ ୧/୭ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଆଶ୍ରେଗାଁରେ ଅଭାବନୀୟ ଘଟଣା ଘଟିଛି । ପିଉସୀର ଗଳାକାଟି ହତ୍ୟା କରିଛି ଭଣଜା । ମୃତକ ହେଲେ କବିତା ଦୀପ । ଅଭିଯୁକ୍ତ ଭଜଣା ବିନୋଦ ଦୀପ ପିୟୁସିକୁ ହତ୍ୟା କରିବା ପରେ ଗାଁରୁ ଫେରାର ହୋଇଯାଇଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ଘଟଣାର ତଦନ୍ତ କରୁଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021