Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ବଳି ପଡ଼ିଗଲା ସ୍ୱାମୀ, ଠେଙ୍ଗାରେ ପିଟିପିଟି ହତ୍ୟା କଲା ପଡ଼ୋଶୀ

16/10/2021 at 5:26 PM

କରଞ୍ଜିଆ, ୧୬/୧୦:  କରଞ୍ଜିଆ ଯଶୀପୁର ଥାନା ଧୁଡୁକୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଠେଙ୍ଗାରେ ପିଟିପିଟି ପଡୋଶୀ ଜଣେ ମହିଳାଙ୍କୁ ମାରିଦେଇଥିବା ଜଣାପଡ଼ିଛି । ଏଥିରେ ନିଜ ସ୍ତ୍ରୀକୁ ରକ୍ଷାକରିବାକୁ ଯାଇ ସ୍ୱାମୀ ଆକ୍ରମଣର ଶୀକାର ହୋଇଛି । ଅଭିଯୁକ୍ତ ମାଧବ ଚନ୍ଦ୍ର ନାଏକଙ୍କର ତାଙ୍କ ପଡୋଶୀ ମାଧବ ନାଏକଙ୍କ ସହ କୌଣସି କାରଣ ବଶତଃ ବଚସା ହେବାପରେ ପ୍ରଥମେ ତାଙ୍କୁ ମାରିବାକୁ ଗୋଡ଼ାଇ ଥିଲା ।

ନିଜ ସ୍ତ୍ରୀକୁ ମାରିବାକୁ ଗଡାଉଥିବା ଦେଖି ମୃତକ ମାଧବ ନାଏକ ତାକୁ ବାଧାଦେବାରୁ ତାକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଅଭିଯୁକ୍ତ ପଡୋଶୀ ମାଧବ ଚନ୍ଦ୍ର ନାଏକ । ଯଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ମାଧବ ଚନ୍ଦ୍ର ନାଏକକୁ ଗିରଫ କରିଛି । ଏନେଇ ପୋଲିସ୍‌ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

   Related Posts