Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

୯ବର୍ଷର ନାବାଳକ ପୁଅକୁ ପଡ଼ୋଶୀ ଘରେ ଛାଡ଼ିବା ପଡ଼ିଲା ମହଙ୍ଗା,ପଡ଼ୋଶୀ ଯୁବକ ନାବାଳକକୁ କଲା ଦୁଷ୍କର୍ମ

19/01/2019 at 8:47 PM

ହରିଦ୍ଵାର ୧୯/୧- ପଡ଼ୋଶୀଙ୍କ ଘରେ ନିଜ ନଅ ବର୍ଷର ପୁଅକୁ ଛାଡ଼ି ମାଆ କାମ କରିବାକୁ ଯିବା ପଡ଼ିଲା ମହଙ୍ଗା । ପଡ଼ୋଶୀଙ୍କ ଘରେ ଥିବା ଯୁବକ ନାବାଳକକୁ ଦୁଷ୍କର୍ମ କରିବା ଗଂଗନଗର ଅଂଚଳରେ ଖେଳାଇଦେଇଛି ଚାଂଚଲ୍ୟ ।

ଗଂଗନଗର ପନିଆଲା ରୋଡ଼ ଏକ କଲୋନୀରେ ମହିଳା ନିଜ ନାବାଳକ ପୁଅ ସହ ରହୁଥିଲେ । ସେ ପୁଅକୁ ସ୍କୁଲ ଛାଡ଼ି ପ୍ରତ୍ୟେକଦିନ କାମ କରିବାକୁ ଯାଉଥିଲେ । ଶନିବାର କୌଣସି କାରଣରୁ ନାବାଳକ ସ୍କୁଲ ଯାଇ ନଥିବାରୁ ପଡ଼ୋଶୀଙ୍କ ଘରେ ଛାଡ଼ି କାମ କରିବାକୁ ଯାଇଥିଲେ ମହିଳା । ମହିଳାଙ୍କ ବୟାନ ଅନୁସାରେ ମୁକେଶ ନାମକ ଜଣେ  ପଡ଼ୋଶୀ ଯୁବକ ଏହି ଘଟଣାରେ ମୁଖ୍ୟ ଆସାମୀ ବୋଲି ଅଭିଯୋଗ କରିଛନ୍ତି । ମୁକେଶ ତାଙ୍କ ନାବାଳକ ପୁଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି । ନାବାଳକକୁ ଦୁଷ୍କର୍ମପରେ ଧମକ ଦେଇଥିବା କଥା ମଧ୍ୟ କହିଛନ୍ତି ।  ସେ ଏହିକଥା କାହାକୁ ନ କହିବାକୁ କହିଥିଲେ । କିନ୍ତୁ ନାବାଳକ ମହିଳା କାମରୁ ଫେରିବା ପରେ ଏହିସବୁ କଥା କହିଦେଇଥିଲେ ।

ମହିଳା ଏହି ଘଟଣାରେ ଯୁବକଙ୍କୁ ପଚାରିବାରୁ ମାନି ନଥିଲେ । ବଂର ସେ ଏହି ଘଟଣାକୁ ନେଇ ପାଟିତୁଣ୍ଡ ମହିଳାଙ୍କ ସହ କରିଥିଲେ । ମହିଳା ଶେଷରେ ନ୍ୟାୟପାଇଁ ଥାନାରେ ଦ୍ଵାରସ୍ଥ ହେବା କଥା ଥାନାଧିକାରୀଙ୍କ ପାଖରେ ଅଭିଯୋଗ ଆଣିଛନ୍ତି । ଥାନାଧିକାରୀ ଏହି ଘଟଣାକୁ ଗୁରୁତ୍ଵ ସହକାରେ ନେବା ସହିତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।  

   Related Posts