Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

OLXରେ ଶସ୍ତାରେ ମୋବାଇଲ କିଣିବାକୁ ଯାଇ ଠକାମିର ଶିକାର : ୩,୭୦୦ ଟଙ୍କା ପାଇଁ ଠକକୁ ଦେଲେ ୧୬,୭୦୦ ଟଙ୍କା

23/07/2021 at 5:58 PM

ଆଠଗଡ ୨୩।୭: OLXରେ ଶସ୍ତାରେ ମୋବାଇଲ କିଣିବାକୁ ଯାଇ ଠକାମିର ଶିକାର ହେଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବଣସିଂଙ୍ଗା ଗ୍ରାମର ସଂକଳ୍ପ ଶତପଥୀ । ସେ ୧୦ ବର୍ଷ ହେବ ଆଠଗଡ଼ ବ୍ଲକ୍ ବଳି ଗ୍ରାମରେ ରହୁଛନ୍ତି ।

ତେବେ OLXରେ ୩୭୦୦ ଟଙ୍କାର ମୋବାଇଲ କିଣିବାକୁ ଯାଇ ClSF ଅଫିସର କହି ତାଙ୍କର ଆଇଡି କାର୍ଡ଼ ଦେଇଥିଲେ । କୋରିୟର ପାଇଁ ୩୦୦ ଟଙ୍କା ଦିଅନ୍ତୁ ଆପଣଙ୍କ ପାଖରେ ମୋବାଇଲ ପହଞ୍ଚିଯିବ କହିଥିଲେ । ପୁଣି ଫୋନ୍ କରି ମୋବାଇଲର ଅଧା ଦାମ୍ ଦେବାକୁ କହିଥିଲେ । ଯୁବକ ଜଣଙ୍କ ପୁଣି ଅଧା ଟଙ୍କା ଦେଇଥିଲେ । ଠକ ଜଣଙ୍କ କହିଲେ ମେସେଜ ଆସୁନି ଅଫିସକୁ କହି ପୁଣି ଟଙ୍କା ମାଗିଲେ । ୩,୭୦୦ ଟଙ୍କାର ମୋବାଇଲକୁ ଥରକୁ ଥର କରି ଟଙ୍କା ମାଗି ୧୬,୭୦୦ ଟଙ୍କା ଠକି ନେଇଛି । ଫଳରେ ଯୁବକ ଜଣଙ୍କ ଗୁରୁଡିଝାଟିଆ ଥାନାର ଲିଖିତ ଅଭିଯୋଗ କରିଛିନ୍ତି ।

   Related Posts