Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ପୂରା ଘଟଣା…

1/11/2019 at 1:37 PM

ଗୁଜରାଟର ବାସିନ୍ଦା ପ୍ରହ୍ଲାଦ ମାତାଜୀ ନାମକ ଜଣେ ସାଧୁ ଦାବି କରି କହିଛନ୍ତି ଯେ, ୧୯୪୦ ମସିହାରୁ ସେ କିଛି ଖାଇନାହାନ୍ତି ଓ ପିଇନାହାନ୍ତି। ୨୦୧୦ ମସିହାରେ ତାଙ୍କ କକ୍ଷରେ ୩ଟି କ୍ୟାମେରା ଲଗାଯାଇଥିଲା ଓ ୨୪ ଘଣ୍ଟା ତାଙ୍କ ଉପରେ କଡା ନଜର ରଖାଯାଇଥିଲା। ଏଥିରୁ ଜଣା ପଡିଥିଲା ଯେ, ବାବା କେବଳ ଅକ୍ସିଜେନ ଓ ସୂର୍ଯ୍ୟକିରଣରେ ବଞ୍ଚିଛନ୍ତି।

–          ପ୍ରହଲାଦ ଜଣେ ଭାରତୀୟ ସାଧୁ। ସେ ପ୍ରତିଦିନ ସକାଳେ ୪ଟାରେ ଉଠନ୍ତି। ତାପରେ ସେ ଧ୍ୟାନ କରନ୍ତି। ୧୯୪୦ ମସିହାରୁ ସେ ଏହି ପ୍ରକ୍ରିୟା କରିଆସୁଛନ୍ତି।

–          ତାଙ୍କର ଏହି ଦାବି କରିବା ପରେ ବାବାଙ୍କ ଉପରେ ଦୁଇଟି ପରୀକ୍ଷଣ କରାଯାଇଥିଲା। ପ୍ରଥମ ପରୀକ୍ଷଣ ୨୦୦୩ ମସିହା ଓ ଦ୍ବିତୀୟ ପରୀକ୍ଷଣ ୨୦୧୦ ମସିହାରେ କରାଯାଇଥିଲା।

–          ଏଥିରେ ତାଙ୍କୁ କୌଣସି ସୁବିଧା ଦିଆଯାଇନଥିଲା ଓ ତାଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା।

–          ୧୦ ଦିନ ଯାଏଁ ତାଙ୍କୁ କ୍ୟାମେରା ନଜରରେ ରଖାଯାଇଛି ବୋଲି କୁହାଯାଇନଥିଲା। ସେହି ସମୟରେ ତାଙ୍କ ଶରୀରର କୌଣସି ପରିବର୍ତ୍ତନ ଦେଖାଯାଇନଥିଲା।

–          ହେଲେ ବାବାଙ୍କୁ ଏମିତି ଦେଖି ଗବେଷକମାନେ ଆଚମ୍ବିତ ହୋଇଥିଲେ।

–          ମଣିଷ ନଖାଇ ନପିଇ ଏତେ ଦିନ ବଞ୍ଚିବା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ ସତ ହେଲେ ତାଙ୍କ ଶରୀରର ସବୁ ଅଙ୍ଗ ମଧ୍ୟ ସଠିକ୍‌ ଭାବେ କାମ କରୁଛି।

   Related Posts