୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ ପୂରା ଘଟଣା…

Published By : Prameya-News7 Bureau | November 01, 2019 IST

wp:heading {"level":4}

ଗୁଜରାଟର ବାସିନ୍ଦା ପ୍ରହ୍ଲାଦ ମାତାଜୀ ନାମକ ଜଣେ ସାଧୁ ଦାବି କରି କହିଛନ୍ତି ଯେ, ୧୯୪୦ ମସିହାରୁ ସେ କିଛି ଖାଇନାହାନ୍ତି ଓ ପିଇନାହାନ୍ତି। ୨୦୧୦ ମସିହାରେ ତାଙ୍କ କକ୍ଷରେ ୩ଟି କ୍ୟାମେରା ଲଗାଯାଇଥିଲା ଓ ୨୪ ଘଣ୍ଟା ତାଙ୍କ ଉପରେ କଡା ନଜର ରଖାଯାଇଥିଲା। ଏଥିରୁ ଜଣା ପଡିଥିଲା ଯେ, ବାବା କେବଳ ଅକ୍ସିଜେନ ଓ ସୂର୍ଯ୍ୟକିରଣରେ ବଞ୍ଚିଛନ୍ତି।

/wp:heading {"id":177619}
wp:heading {"level":4}

-          ପ୍ରହଲାଦ ଜଣେ ଭାରତୀୟ ସାଧୁ। ସେ ପ୍ରତିଦିନ ସକାଳେ ୪ଟାରେ ଉଠନ୍ତି। ତାପରେ ସେ ଧ୍ୟାନ କରନ୍ତି। ୧୯୪୦ ମସିହାରୁ ସେ ଏହି ପ୍ରକ୍ରିୟା କରିଆସୁଛନ୍ତି।

/wp:heading {"id":177620}
wp:heading {"level":4}

-          ତାଙ୍କର ଏହି ଦାବି କରିବା ପରେ ବାବାଙ୍କ ଉପରେ ଦୁଇଟି ପରୀକ୍ଷଣ କରାଯାଇଥିଲା। ପ୍ରଥମ ପରୀକ୍ଷଣ ୨୦୦୩ ମସିହା ଓ ଦ୍ବିତୀୟ ପରୀକ୍ଷଣ ୨୦୧୦ ମସିହାରେ କରାଯାଇଥିଲା।

/wp:heading {"id":177621}
wp:heading {"level":4}

-          ଏଥିରେ ତାଙ୍କୁ କୌଣସି ସୁବିଧା ଦିଆଯାଇନଥିଲା ଓ ତାଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା।

/wp:heading {"id":177622,"width":582,"height":626}
wp:heading {"level":4}

-          ୧୦ ଦିନ ଯାଏଁ ତାଙ୍କୁ କ୍ୟାମେରା ନଜରରେ ରଖାଯାଇଛି ବୋଲି କୁହାଯାଇନଥିଲା। ସେହି ସମୟରେ ତାଙ୍କ ଶରୀରର କୌଣସି ପରିବର୍ତ୍ତନ ଦେଖାଯାଇନଥିଲା।

/wp:heading {"id":177623}
wp:heading {"level":4}

-          ହେଲେ ବାବାଙ୍କୁ ଏମିତି ଦେଖି ଗବେଷକମାନେ ଆଚମ୍ବିତ ହୋଇଥିଲେ।

/wp:heading {"id":177624}
wp:heading {"level":4}

-          ମଣିଷ ନଖାଇ ନପିଇ ଏତେ ଦିନ ବଞ୍ଚିବା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ ସତ ହେଲେ ତାଙ୍କ ଶରୀରର ସବୁ ଅଙ୍ଗ ମଧ୍ୟ ସଠିକ୍‌ ଭାବେ କାମ କରୁଛି।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.