Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଓ୍ବାଶିଙ୍ଗ ମେସିନର ଡ୍ରାୟରରେ ବିଲେଇକୁ ପୂରାଇ କରାଯାଇଥିଲା ହତ୍ୟା : ମିଳିଲା ଏହି ଦଣ୍ଡ

7/11/2019 at 3:37 PM

ଓ୍ବାଶିଙ୍ଗ ମେସିନର ଡ୍ରାୟର​ରେ ପୂରାଇ ଏକ ଗର୍ଭବତୀ ବିଲେଇକୁ ହତ୍ୟା କରିଥିବା ଜଣେ ବ୍ୟକ୍ତିକୁ ମାଲେସିଆର କୋର୍ଟ ୩୪ମାସର ଜେଲ୍ ଦଣ୍ଡ ଶୁଣାଇଛି। ଏହା ସହିତ ୭ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

ମାଲେସିଆର ଏକ ସରକାରୀ ନ୍ୟୁଜ ଏଜେନ୍ସି ବର୍ଣ୍ଣାମା ମୁତାବକ ,କୋର୍ଟ କେ.ଗଣେଶ ନାମକ ବ୍ୟକ୍ତିଙ୍କୁ ପଶୁ ସଂରକ୍ଷଣ ଆଇନ୍ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ କରିଛି।

ଗଣେଶ ଏବେ ଜାମିନରେ ଅଛନ୍ତି। ଗଣେଶ କହିଛି ଯେ ସେ ଉଚ୍ଚ ନ୍ୟାୟାଳୟରେ ଏହି ମାମଲାକୁ ନେଇ ଆବେଦନ କରିବ। ଏଥିପାଇଁ ତାଙ୍କୁ ଜାମିନରେ ମୁକ୍ତ କରାଯାଇଛି।

ଏହି ଘଟଣାଟି ଘଟିଥିଲା ୨୦୧୮ମସିହାରେ। ସେହି ସମୟରେ ସିସିଟିଭି ଫୁଟେଜ ଜରିଆରେ ବିଲେଇଟିର ହତ୍ୟାର ରହସ୍ୟ ବିଷୟରେ ଜଣା ପଡ଼ିଥିଲା। ଏହି ଫୁଟେଜରେ ଗଣେଶ ତାଙ୍କର ଏକ ସହଯୋଗୀଙ୍କ ସହ ବିଲେଇକୁ ଓ୍ବାଶିଙ୍ଗ ମେସିନ ଭିତରେ ପୂରାଇଥିଲେ।

ପୋଲିସଙ୍କ କହିବାନୁସାରେ, ଏହି ଘଟଣା ବିଷୟରେ ସର୍ବ ପ୍ରଥମେ ଜଣେ ମହିଳା ଜାଣି ପାରିଥିଲେ। ସେ ଡ୍ରାୟର ବ୍ୟବହାର କରିବାବେଳେ ତା ଭିତରେ ବିଲେଇର ଶବ ମିଳିଥିଲା। ଏହା ପରେ ସେ ପୋଲିସକୁ ଏବିଷୟରେ ସୂଚନା ଦେଇଥିଲେ।

   Related Posts