Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ମାଆ ଓ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ଯୁବକ, ଜାଣିବା ଆସନ୍ତୁ କଣ ଥିଲା ଏହି ଡ଼ବଲ ମର୍ଡ଼ର ପଛର କାହାଣୀ

18/01/2019 at 8:56 PM

ଲାତେହାର ୧୮/୧- ଝାଡ଼ଖଣ୍ଡର ଲାତେହାରରେ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ଓ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଯୁବକ ।

ଲାତେହାର ଅଂଚଳରେ ଅନିମେଶ ନାମକ ଜଣେ ଯୁବକ ଏହି ଘଟଣାର ମୁଖ୍ୟ ଆସାମୀ । ଅନିମେଶ ପ୍ରତ୍ୟେକଦିନ ପ୍ରଚୁର ମଦ୍ୟପାନ କରି ଘରକୁ ଫେରୁଥିଲା । ଏହି ମଦ୍ୟପାନକୁ ଘରେଥିବା ମାଆ ଓ ଭଉଣୀ ସବୁବେଳେ ବିରୋଧ କରୁଥିଲେ । ଏହି ମଦ ପିଇବାକୁ ନେଇ ଅନେକଥର ମଧ୍ୟ ପାଟିତୁଣ୍ଡ ହୋଇଥିବା କଥା ପଡ଼ୋଶୀ ପ୍ରକାଶ କରିଛନ୍ତି ।

ଘଟଣାଦିନ ଅନିମେଶ ପ୍ରବଳ ମଦ ପିଇ ଘରକୁ ଆସିଥିଲା । ବେଶୀରାତିରେ ମଦ ପିଇ ଆସିବାକୁ ଘରେ ବିରୋଧ କରିଥିଲେ ଅନିମେଶର  ମାଆ  । ଏହି ବିରୋଧ ଫଳରେ ଅନିମେଶ ଉତକ୍ଷିପ୍ତ ହୋଇ ତା ମାଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକରିଥିଲା । ଅନିମେଶ ତା ମାଆଙ୍କୁ ହାଣି ହତ୍ୟା କରିବା ସମୟରେ ଭଉଣୀ ଆସି ଅଟକାଇବାରୁ ତାକୁ ମଧ୍ୟ ଆକ୍ରମଣ କରିଥିଲା ଅନିମେଶ । ଦୁଇଜଣଙ୍କୁ ଅତି ଅମାନୁଷିକ ଭାବେ ହାଣି ହତ୍ୟା କରିଥିବାର ପଡ଼ୋଶୀ ମାନେ ପୋଲିସକୁ ଅଭିଯୋଗ କରିଥିଲେ । ଏହି ଘଟଣାରେ ଅନିମେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts