Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମଦ ପାଇଁ ସୈତାନ ପାଲଟିଲା ପୁଅ : ଟଙ୍କା ନ ଦେବାରୁ ମାଆର ମୁଣ୍ଡ-ଗଣ୍ଡି କରିଦେଲା ଅଲଗା

25/10/2020 at 1:18 PM

ତେଲେଙ୍ଗାନା ୨୫/୧୦: ତେଲେଙ୍ଗାନାରେ ଏକ ଏପରି ଘଟଣା ସାମନାକୁ ଆସିଛି ଯାହା କ୍ରୃରତାର ସମସ୍ତ ସୀମା ଟପିଯାଇଛି। ପ୍ରକୃତରେ ଏଠାରେ ଜଣେ ପୁଅ ମଦ ପାଇଁ ମା ଟଙ୍କା ଦେବାକୁ ମନା କରିବାରୁ ସୈତାନ ପାଲଟିଯାଇଥିଲା ଏବଂ ନିଜ ମାର ମୁଣ୍ଡ କାଟି ଅଲଗା କରି ଦେଇଥିଲା। ଏହା ପରେ କଟାମୁଣ୍ଡ ନେଇ ଫେରାର ହୋଇଯାଇଥିଲା। ପୋଲିସ୍ ଶନିବାର ଏହାର ସୂଚନା ଦେଇଛି।

ପୋଲିସର କହିବା ଅନୁସାରେ ମୃତକଙ୍କ ବୟସ ୬୫ବର୍ଷ। ଏହି ଘଟଣା ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାର ଏକ ଗାଁରେ ଶନିବାର ସକାଳେ ଘଟିଛି। ୪୫ବର୍ଷ ବୟସ୍କ ବ୍ୟକ୍ତି ଦ୍ବିପ୍ରହରରେ ଏକ ଟ୍ୟାଙ୍କ୍ ପାଖରୁ ଗିରଫ ହୋଇଥିଲା ଏବଂ ତା ପାଖରୁ ବୁଦାରେ ଲୁଚେଇ ରଖିଥିବା କଟାମୁଣ୍ଡ ମଧ୍ୟ ଜବତ କରାଯାଇଥିଲା। ଅଭିଯୁକ୍ତର ବଡ଼ ଭାଇର ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି।

   Related Posts