ଶଳା ଆକ୍ରମଣରେ ଭିଣୋଇର ମୃତ୍ୟୁ
23/04/2018 at 9:46 AM

ପାରିବାରିକ କଳହରୁ ହତ୍ୟାକାଣ୍ଡ
ଶଳା ଆକ୍ରମଣରେ ଭିଣୋଇର ମୃତ୍ୟୁ
କଟକ ଜିଲ୍ଲା ବିଡାନାସୀ ଥାନା ତାଲା ସାହିର ଘଟଣା
ଭିଣୋଇକୁ କଇଁଚିରେ ଆକ୍ରମଣ କରି ହତ୍ୟା କରିଛି ଶଳା
ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର
ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି