Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଶବଗୃହରେ ୪ଜଣ ଯୁବତୀଙ୍କ ଶବ ସହ ଦୁଷ୍କର୍ମ ; ଅଭିଯୁକ୍ତକୁ ୬ବର୍ଷ କାରାଦଣ୍ଡ

2/02/2019 at 5:02 PM

ଲଣ୍ଡନର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି | ଜଣେ ଚୋର ଲଣ୍ଡନର ଶବ ଘରେ ପଶି ଜଣେ ଯୁବତୀଙ୍କ ଶବ ସହ ଦୁଷ୍କର୍ମ କରୁଥିବାବେଳେ ଧରା ପଡିଛି | ଯୁବକକୁ ୬ ବର୍ଷ କାରାଦଣ୍ଡ ହୋଇଛି | ବର୍ମିଂହମ କୋର୍ଟରେ ବିଚାରପତି ଏହି ମାମଲାର ଶୁଣାଣି କଲାବେଳେ ଦୁଃଖ ପ୍ରକାଶ କରି କହିଥିଲେ ଯେ, ଅଭିଯୁକ୍ତ କାସିମ କରିଥିବା ଅପରାଧ ସମସ୍ତ ପ୍ରକାରର ମାନବୀୟ ମୂଲ୍ୟବୋଧକୁ ଆଘାତ ଦେଇଛି |


ପୋଲିସ କହିଛି ଯେ, ଯେତେବେଳେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ସେତେବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲା | ସେ କୃତ୍ରିମ ଭାଙ୍ଗ ମଧ୍ୟ ସେବନ କରିଥିଲା | ସ୍ଥାନୀୟ ଅଦାଲତ ୨୩ ବର୍ଷ ବୟସ୍କ ଅସୀମକୁ ଶବ ସହ ଦୁଷ୍କର୍ମ ଅଭିଯୋଗରେ ଦଣ୍ଡିତ କରିଛି | ଯାଞ୍ଚରୁ ଜଣାପଡିଥିଲା ଯେ, ଅଭିଯୁକ୍ତ ଧରାପଡିବା ପୂର୍ବରୁ ୩ଟି ଶବ ସହ ଦୁଷ୍କୁକର୍ମ କରି କ୍ଷତବିକ୍ଷତ କରିସାରିଥିଲା । ଶବଗୃହରେ ଯୁବତୀଙ୍କ ଶବ ଖୋଜିବା ପାଇଁ ସେ ୯ଟି କଫିନକୁ ଭଙ୍ଗିଥିଲା | ଶୁଣାଣି ବେଳେ ଅଭିଯୁକ୍ତକୁ ବିଚାରପତି କହିଥିଲେ ଯେ, ତୁମେ ୯ଟି ଶବ ସହ ତୁମେ କାହିଁକି ଦୁର୍ବ୍ୟବହାର କରିଛ ତାହା କେବଳ ତୁମେ ହିଁ ଜାଣିଛ | ଅସୀମର ଓକିଲ କହିଥିଲେ ଯେ, ଅସୀମ ନିଜ କାରନାମା ପାଇଁ ଅତ୍ୟନ୍ତ ଦୁଃଖିତ |

   Related Posts