ସୁବର୍ଣ୍ଣପୁର : ଯୁବକଙ୍କୁ ପିଟି ପିଟି ହତ୍ୟା

Published By : Prameya-News7 Bureau | May 06, 2018 IST

ସୁବଳୟା ଥାନା ଅନ୍ତର୍ଗତ କୁଶାଗାଦର ଗାଁର ଘଟଣା ମୃତକ ହେଉଛନ୍ତି ରମେଶ ଜାମୁଡାଲି ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ ଘଟଣାରେ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଅଟକ ଯୁବକ ହେଲେ ସୁନା ଜାମୁଡାଲି ଘଟଣାସ୍ଥଳରେ ପହଞ୍ଚି ସୁବଳୟା ପୋଲିସର ତଦନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.