Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ହଜିଯାଇଥିବା ପର୍ସକୁ ଫେରାଇ ମାନବିକତାର ପରିଚୟ ଦେଲେ ନାଜୁରୁ ସାହେବ

5/10/2019 at 4:15 PM

ଜି.ଉଦୟଗିରି ୫।୧୦: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି କ୍ଲବ୍ ସାହିରେ ଦୀର୍ଘ ୫୦ବର୍ଷ ହେବ ଏକ ସାଇକେଲ ମାର୍ଟ କରି ଚଳୁଛନ୍ତି ଏମ୍ ଡ଼ି ନାଜୁରୁ ସାହେବ। ସେ ଗତକାଲି ରାତିରେ ଆହାର କେନ୍ଦ୍ର ସାମ୍ନାରୁ ଏକ ମନି ପର୍ସ ଗୋଟାଇଥିଲେ । ସେଥିରେ ତିନି ହଜାର ଟଙ୍କା, ଏଟିଏମ୍ କାର୍ଡ ଓ କିଛି କାଗଜପତ୍ର ଥିଲା । ସେ ଏହାକୁ କଣ କରିବେ ଭାବି ନାରାୟଣ ସାହୁ ନାମକ ଜଣେ ଦୋକାନୀଙ୍କୁ ଦେଇଥିଲେ ଓ କହିଲେ ଯଦି କେହି ଏହାକୁ ଖୋଜନ୍ତି ତେବେ ତାଂକୁ ଏହା ଦେଇଦେବେ।

ସ୍ଥାନୀୟ ବସଷ୍ଟାଣ୍ଡ ସାହିର ଜଣେ ବୃଦ୍ଧ ଶତ୍ରୁଘ୍ନ ବେହେରାଙ୍କର ପର୍ସ ପଡିଯାଇଥିବାର ଶୁଣି ସାହେବ ନାରାୟଣ ସାହୁଙ୍କ ଠାରୁ ପର୍ସଟି ଫେରାଇଆଣିଥିଲେ । ଯାହାର ପର୍ସଟି ପଡିଯାଇଥିଲା ତାଙ୍କୁ ଦେଇଥିଲେ । ସାହେବଙ୍କ ଏହି ମହାନତାକୁ ନେଇ ଜି.ଉଦୟଗିରି ସହରରେ ଚର୍ଚ୍ଚା ଜୋର ଧରିଛି ।

   Related Posts