୩ବର୍ଷର ପୁଅକୁ କଚାଡି ମାରିଥିବା ବାପାକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | January 31, 2019 IST

ବଡ଼ବିଲ ୩୧|୧ : ୩ବର୍ଷର ପୁଅକୁ କଚାଡି ମାରିଥିବା ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ହତ୍ୟାକାରୀ ବାପା ଶଙ୍କର କାରୁଆକୁ କାରାଦଣ୍ଡ ଶୁଣାଇଛନ୍ତି ଚମ୍ପୁଆ ଏଡିଜେ କୋର୍ଟ । ଗତ ୨୦୧୬ ମସିହାରେ ଘଟିଥିଲା ହତ୍ୟାକାଣ୍ଡ । ଯୋଡ଼ା ଆଜାଦ ବସ୍ତିରେ ଘଟିଥିଲା ନୃଶଂସ ଭାବେ ନିଜର ୩ ବର୍ଷର ପୁଅକୁ କଚାଡି ମାରି ଦେଇଥିଲା ଶଙ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.