ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସାଇକେଲ ଆରୋହୀ ମୃତ

Published By : Prameya-News7 Bureau | September 25, 2019 IST

ନୂଆପଡା ୨୫।୯: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ସିନାପାଲି ଥାନା ଗମ୍ଭାରିଗୁଡା ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.