ଅଂଶୁଘାତରେ ବୃଦ୍ଧଙ୍କ ମୁତ୍ୟୁ ଅଭିଯୋଗ

Published By : Prameya-News7 Bureau | May 30, 2019 IST

ସୋର ୩୦|୫:  ବାଲେଶ୍ବରରେ ଅଂଶୁଘାତରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଔପଦା ଅସ୍ତପାଟଣା ଗ୍ରାମର ଯଦୁନାଥ ବାରିକ ବିଲରେ କାମ କରୁଥିବା ବେଳେ ହଠାତ୍ ଟଳି ପଡିଥିଲେ । ତାଙ୍କୁ ପରିବାର ଲୋକ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୁତ ଘୋଷଣା କରିଛନ୍ତି । ଯଦୁନାଥଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.