Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସାମାନ୍ୟ କଥା କଟା କଟିରୁ ସାଙ୍ଗର ଠେଙ୍ଗାମାଡ଼ରେ ଆଉ ଜଣେ ସାଙ୍ଗ ମୃତ

10/06/2021 at 9:41 PM


ଝାରସୁଗୁଡ଼ା ୧୦/୦୬: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଠାରେ ଜଣେ ସାଙ୍ଗର ଠେଙ୍ଗାମାଡ଼ରେ ଅନ୍ୟ ଜଣେ ସାଙ୍ଗର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗୁମାଡେରା ଲୁହୁରାପଡ଼ାର ମନୋଜ ବିଶ୍ୱାଳ (୩୧) ଓ ଖମାରପଡ଼ାର ପ୍ରମୋଦ ଭୋଇ (୩୧) ଉଭୟେ ଖମାରପଡ଼ାରେ ଏକ ପିଣ୍ଡାରେ ରାତି ପ୍ରାୟ ୮ ଟା ସମୟରେ ବସି କଥାବାର୍ତ୍ତା ହେଉଥି l ବର୍ଷା ହେଉଥିବା ସମୟରେ ଉଭୟେ ଚାଲି ଚାଲି ଗୁମାଡେରା ଲୁହୁରାପଡ଼ାକୁ ଆସିଥିଲେ ।

କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହିତ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଏଥିରେ ରାଗିଯାଇ ପ୍ରମୋଦ ପାଖରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗାରେ ମନୋଜର ମାଣ୍ଡକୁ ମାଡ଼ମାରିଥିଲା । ମନୋଜ ତଳେ ପଡ଼ିଯିବା ପରେ ମଧ୍ୟ ଆଉ ଦୁଇପାହାର ମାଡ଼ମାରିଥିଲା । ପରେ ଆହତ ଅବସ୍ଥାରେ ମନୋଜକୁ ଛାଡ଼ି ପ୍ରମୋଦ ସେଠାରୁ ଫେରାର ଯାଇଥିଲା । ତେବେ ଝିପିଝିପି ବର୍ଷ ହେଉଥିବାରୁ ଆହତ ଅବସ୍ଥାରେ ପଡ଼ିରହିଥିବା ମନୋଜକୁ କେହି ଦେଖିପାରିନଥିଲେ ।

ପ୍ରାୟ ରାତି ୮.୪ି୫ ମିନିଟରେ ଲୋକେ ଦେଖି ପୁଲିସକୁ ଫୋନକରିଥିଲେ । ଘଟଣାସ୍ଥାଳରେ ପହଞ୍ଚି ପୋଲିସ ମନୋଜକୁ ବେଲପାହାଡ଼ ପୁଲିସ ଟଆରଏଲ ହସପିଟାଲକୁ ନେଇଥିବାବେଳେ ଡ଼ାକ୍ତର ମନୋଜକୁ ମୃତ ଘୋଷଣା କିରଥିଲେ । ଘଟଣା ସ୍ଥାଳରେ ଡ଼ିଏସପି ର.କେ. ଠାଏଟ, ବେଲପାହାଡ଼ ଆଇଆଇସି ରଂଜନ ବିଶ୍ୱାଳ ସମେତ ସଇନଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡିଛି ।

   Related Posts