ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ଶ୍ରୀମନ୍ଦିରରେ ଅଘଟଣ ! ମୁଣ୍ଡିଆ ମାରୁଥିବା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟ

8/05/2018 at 10:15 AM

ପୁରୀ ଶ୍ରୀମନ୍ଦିରରେ ଅଘଟଣ ଘଟିଛି | ଦର୍ଶନ କରୁଥିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟ ହୋଇଛି | ବାଟ ବୃକ୍ଷ ନିକଟରେ ମୁଣ୍ଡିଆ ମାରୁଥିବା ସମୟରେ ତଳି ପଡିଲେ ଭକ୍ତ | ମୃତକ ଜଣକ ହେଲେ ନୟାଗଡ଼ ତ୍ରିନାଥ ଛକ ଅଞ୍ଚଳର ଅଜୟ କୁମାର ଦାସ | ମୃତ୍ୟୁର କାରଣ ଏବେ ଯାଏଁ ଜଣା ପଡ଼ିନାହିଁ | ତାଙ୍କ ମୃତଦେହକୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି | ଆଜି ସପରିବାର ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ |

Leave a Reply

   Related Posts