ନଦୀ ଡାଇଭର୍ସନ ପାର ହେବାବେଳେ ଭାସିଯାଇ ଜଣେ ମୃତ

Published By : Prameya-News7 Bureau | August 25, 2019 IST

ଭଞ୍ଜନଗର ୨୫|୮:  ନଦୀ ଡାଇଭର୍ସନ ପାର ହେଉଥିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟ ବୋଡାନଦୀର ଡାଇଭର୍ସନ ପାର ହେଉଥିବା ବେଳେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ଚଢ଼ିଆପଲ୍ଲି ଗାଁର ରାଜକୁମାର ଲେଙ୍କା । ସେ ଆମ୍ବପୁଆ ଗାଁରୁ କାମ ସାରି ଘରକୁ ଫେରିବା ବେଳେ ଭାସିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.