Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଘଟଣାସ୍ଥଳରେ ଉତ୍ତେଜନା

13/04/2019 at 1:17 PM

ଶେରଗଡ ୧୩|୪: ହାତୀ ଆକ୍ରମଣରେ ଜଣେ ଲୋକଙ୍କର ମୃତ୍ୟୁ। ଗଞ୍ଜାମ ଶେରଗଡ଼ ଶୋଭାଚନ୍ଦ୍ରପୁର ଗାଁରେ ଆଜି ସକାଳୁ ଏହି ଘଟଣା ଘଟିଛି। ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ବଣୁଆ ହାତୀପଲ ଆତଙ୍କରାଜ ଚଳାଇଛନ୍ତି। ମୃତକ ଜଣକ ହେଲେ ଭୀମ ବେହେରା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ବେଳେ ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି।

   Related Posts