ଭାଲୁ ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | July 17, 2018 IST

ଅନୁଗୁଳରେ ଭାଲୁ କାମୁଡ଼ାରେ ଜଣେ ଗୁରୁତର ହୋଇଛନ୍ତି | ଗୁରୁତର ଜଣକ ହେଲେ କିଶୋର ନଗର ଗୁଣ୍ଡୁରୀ ଗାଁର ଟିକେଇ ପ୍ରଧାନ | ସେ ନିଜର ଶାଗୁଆନ ଜଙ୍ଗଲକୁ ଜଗିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ | ତାଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.