Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ସଚେତନ ପୁଅ, ଲକଡାଉନ ଉଲଙ୍ଘନକାରୀ ପିତାଙ୍କ ବିରୋଧରେ ଥାନାରେ କଲା ଅଭିଯୋଗ

3/04/2020 at 2:40 PM

ନୂଆଦିଲ୍ଲୀ, ୦୩|୦୪: ଦିଲ୍ଲୀରେ ଜଣେ ଯୁବକ ତାଙ୍କ ପିତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଯୁବକଙ୍କ ପିତା ଲକଡାଉନ ଉଲଙ୍ଘନ କରିଥିବାରୁ ସେ ଏନେଇ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି ।

୩୦ ବର୍ଷୀୟ ପୁଅ ନିଜ ଅଭିଯୋଗରେ କହିଛି ଯେ, କରୋନା ଭାଇରସ ମହମାରୀକୁ ଲଢିବା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । କିନ୍ତୁ ତାଙ୍କ ପିତା ଲକଡାଉନକୁ ଉଲଙ୍ଘନ କରୁଛନ୍ତି । ସେ ପ୍ରତିଦିନ ସକାଳ ୮ଟା ଓ ସନ୍ଧ୍ୟାରେ ଘର ବାହାରକୁ ଯାଉଛନ୍ତି । ବିନା କୌଣସି କାମରେ ସେ ବାହାରେ ବୁଲୁଛନ୍ତି ।

ଦିଲ୍ଲୀର ରଜୋକରୀରେ ରହୁଥିବା ଯୁବକ ଆହୁରି କହିଛନ୍ତି ଯେ, ପିତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କିଛି ବୁଝୁନାହାଁନ୍ତି । ଅଭିଯୋଗ ପାଇବା ପରେ ବସନ୍ତକୁ୍ଜ ଥାନା ପୋଲିସ ପିତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଉଭୟ ପିତା ଓ ପୁତ୍ର ବସନ୍ତକୁଞ୍ଜ ଥାନା ଅଧିନରେ ଥିବା ରଜାକରୀରେ ରୁହନ୍ତି ।

   Related Posts