Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନାବାଳକ ଚଳାଇଲେ କାର୍, ବାପା ଗଣିଲେ ୨୫ ହଜାର ଫାଇନ୍

24/12/2019 at 3:00 PM

ରାୟଗଡା ୨୪।୧୨: ପୁଅ ଭୁଲ୍ କଲେ ବାପା ଫାଇନ୍ ଗଣିଲେ । କାର ଚଳାଉଥିବା ବେଳେ ଧରାପଡିଛନ୍ତି ନାବାଳକ । ଆଉ ଏଥିପାଇଁ ୨୫ ହଜାର ଟଙ୍କାର ଫାଇନ୍ ଗଣିଛନ୍ତି ବାପା ।

ସୂଚନାଯୋଗ୍ୟ ଯେ, ରାୟଗଡା ସହରର ରିଂରୋଡରେ ଆରଟିଓ ଏବଂ ପୋଲିସ ହାତରେ ଧରାପଡିଛନ୍ତି ଜଣେ ନାବାଳକ । ପ୍ରଥମେ ନାବାଳକ ଜଣଙ୍କ କାର୍ ଚଳାଉଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ନାବାଳକ ଧରାପଡିବା ପରେ ତାଙ୍କ ବାପା ତଥା ଗାଡି ମାଲିକ ସେଖ୍ ତଫିରୁଦ୍ଦିନ ମୋଟା ଅଙ୍କର ଫାଇନ୍ ଗଣିଛନ୍ତି ।

   Related Posts