ଘରେ ନିଆଁ ଲାଗି ଜୀବନ୍ତ ଦଗ୍ଧ

Published By : Prameya-News7 Bureau | June 02, 2018 IST

ବାଲେଶ୍ୱର ଅରଡ ବଜାର ବାଲିବିଲରେ ଅଗ୍ନିକାଣ୍ଡ । ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝରର ଭବାନୀ ଶଙ୍କର ଜେନା । ଏହା ସହ ଘରେ ଥିବା ସିଲିଣ୍ଡର ଓ ଆସବାବପତ୍ର ମଧ୍ୟ ପୋଡିଯାଇଛି । ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ହେ।ଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.