Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଭୁଲ୍ ଚିକିତ୍ସା ପାଇଁ ମାସେ ହେବ ପ୍ରମୋଦ ଶଯ୍ୟାଶାୟୀ

17/11/2020 at 4:14 PM

ସାଲେପୁର ୧୭।୧୧: ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମାସେ ହେବ ରୋଗୀ ଶଯ୍ୟାଶାୟୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବାଲିସାହି ଗାଁରେ ।

ବାଲିସାହି ଗାଁର ପ୍ରମୋଦ ସାମଲଙ୍କ ଦେହ ଖରାପ ହେବାରୁ ସ୍ଥାନୀୟ ସାଲେପୁର ମେଡ଼ିକାଲରେ ରୋଗରୁ ଉପଶମ ପାଇଁ ଡାକ୍ତର ତାଙ୍କୁ ଇଞ୍ଜେକସନ ଦେଇଥିଲେ । ଭଲ ହେବା ପରିବର୍ତ୍ତେ ଦିନକୁ ଦିନ ସ୍ବାସ୍ଥ୍ୟରେ ଅବନତି ଘଟିବାକୁ ଲାଗିଲା । ଫଳରେ ପ୍ରମୋଦ ଶଯ୍ୟାଶାୟୀ ହୋଇଗଲେ । ମାସେ ହେବ ପ୍ରମୋଦ ଭଲ ହେବା ପାଇଁ ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ପ୍ରମୋଦଙ୍କ ପାଖରେ ଆଉ ସମ୍ବଳନାହିଁ ନିଜର ଚିକିତ୍ସା କରାଇବା ପାଇଁ । ପରିବାର ପ୍ରତିପୋଷଣ କଥା ପଚାରେ କିଏ । ଏନେଇ ପ୍ରମୋଦ ଓ ପରିବାରଲୋକେ ନ୍ୟାୟ  ଦାବିରେ ମେଡିକାଲ ସମ୍ମୁଖରେରେ ଧାରଣା ଦେଇଛନ୍ତି । ଉପଯୁକ୍ତ ନ୍ୟାୟ ନମିଳିବା ଯାଏଁ ସେ ଧାରଣାରେ ବସିରହିବେ ବୋଲି କହିଛନ୍ତି ।ଏପଟେ ସାଲେପୁର ମେଡିକାଲ ଡାକ୍ତର କୌଣସି ମତାମତ ଦେବାପାଇଁ ମନା କରିଦେଇଛନ୍ତି ।

   Related Posts