ଚୋରକୁ ଖୁଣ୍ଟର ବାନ୍ଧି ନିସ୍ତୁକ ମାଡ
12/05/2018 at 11:40 AM

ସୋରୋ ଷ୍ଟେସନ ଛକ ନିକଟରେ ଜଣେ ଯୁବକକୁ ଇଲେକ୍ଟ୍ରି ଖୁଣ୍ଟର ବାନ୍ଧି ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ
ଗତ କିଛି ଦିନ ହେଲା ଆଖପାଖ ଦୋକାନରୁ ଚୋରି ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା
ଆଜି ଜଣେ ଚୋରି କରୁଥିବା ସନ୍ଦେହରେ ଜଣେ ଯୁବକକୁ ଖୁଣ୍ଟିରେ ବାନ୍ଧି ମାଡ ମାରିଥିଲେ ଉତ୍ୟକ୍ତ ଲୋକେ
ଘଟଣାସ୍ଥଳରେ ସୋରୋ ପୋଲିସ ପହଂଚି ଯୁବକକୁ ଉଦ୍ଧାର କରିଛି
ଯୁବକର ପରିଚୟ ମିଳିନାହିଁ