କାମ କରୁନି ଆଡ଼ଭାଇଜରୀ ; ପିଲାଚୋରା ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ

Published By : Prameya-News7 Bureau | June 03, 2018 IST

କାମ କରୁନି ଆଡ଼ଭାଇଜରୀ ; ପିଲାଚୋରା ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ଜଳେଶ୍ୱର ହସିମପୁରରେ ପିଲାଚୋରା ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ | ରାତି 12 ଟା ରୁ ସକାଳ ୬ଟା ଯାଏଁ ପିଟିଲେ ଲୋକେ | ଆହତ ଯୁବକ ଖଳମୁହାଁ ଗାଁର ସାର୍ଟ ଗିରି | ଗୁରୁତର ଯୁବକକୁ ଉଦ୍ଧାର କରିଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.