ସୋସିଆଲ ମିଡିଆର ପ୍ରଭାବ ; ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ମାଡ
27/05/2018 at 8:54 AM

ନୟାଗଡରେ ସୋସିଆଲ ମିଡିଆର ପ୍ରଭାବ
ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ମାଡ
ନୟାଗଡ ସହର ଖଣ୍ଡପଡା ରୋଡ ନିକଟ ଘଟଣା
ଖବର ପାଇ ଯୁବକଙ୍କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ
ଉଦ୍ଧାର ଯୁବକ ଗଣିଆର ପ୍ରଭାକର ସାହୁ
ପ୍ରଭାକର ନୟାଗଡରେ ରହି ପାଠ ପଢୁଥିଲେ
ଗତ କିଛିଦିନ ହେବ ବିଭିନ୍ନ ସ୍ଥାନରେ ପିଲାଚୋର ଆତଙ୍କ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021