କଟକ ୦୪/୦୪ : ଯୋବ୍ରା ନିକଟରେ ମହାନଦୀକୁ ଡେଇଁଲେ ଯୁବକ । ପାରିବାରିକ କଳହକୁ କେନ୍ଦ୍ରକରି ଯୁବକଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଯୁବକଜଣକ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...