Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସହି ପାରିଲେନି ରୋଗ ଯନ୍ତ୍ରଣା, ଟ୍ରାନ୍ସଫର୍ମରରେ ଶୋଇ କଲେ ଆତ୍ମହତ୍ୟା

26/05/2021 at 8:19 PM


ବଲାଙ୍ଗିର ୨୬।୫: ବଲାଙ୍ଗିର ସହରରେ ବୁୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ରୋଗ ଯନ୍ତ୍ରଣା ଅସହ୍ୟ ହେବାରୁ ସ୍ଥାନୀୟ ମାଲପଡାର ୫୦ ବର୍ଷ ବୟସ୍କ ପ୍ୟାରି ସାହୁ ଟ୍ରାନ୍ସଫର୍ମରରେ ଶୋଇ ଆତ୍ମହତ୍ୟା କରିଛନ୍ତି ।
ସୂଚନାାଯୋଗ୍ୟ ଯେ, ସେ କିଛି ମାସ ହେଲା ଷ୍ଟୋନ ଅପରେସନ ହୋଇଥିଲେ । ଏଥିସହ ଲିଭର ଓ କ୍ୟାନସର ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ହୋଇ ୨ ଦିନ ତଳେ ଘରକୁ ଫେରିଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସବୁବେଳେ ବିଚଳିତ ରହୁଥିଲେ । ମଙ୍ଗଳବାର ମଧ୍ୟ ରାତିରେ ଘର ପାଖ ଏକ ଟ୍ରାନ୍ସଫର୍ମର ନିକଟକୁ ଯାଇ ଟ୍ରାନ୍ସଫର୍ମର ଉପରେ ଶୋଇଯାଇଥିବା ଦେଖିବାକୁ ମିଳିଛି । ଭୋର ୪ଟା ବେଳେ ତାଙ୍କ ମୃତଦେହ ଟ୍ରାନ୍ସଫର୍ମରରେ ଲାଗିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସେ ସାଇକେଲ ଦୋକାନ କରି ପରିବାର ଚଳାଉଥିଲେ ।

   Related Posts