Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଏହି ସହରରେ-କୁକୁରକୁ ଦୁଷ୍କର୍ମ କରିବା ଘଟଣାରେ ଯୁବକ ଗିରଫ

24/08/2019 at 8:38 PM

ମୁମ୍ବଇ – ମୁମ୍ବଇରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ କୁକୁର ସହ ଦୁଷ୍କର୍ମ କରିବା ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି  । ଏକ ବୁଲା କୁକୁର ସହ ଯୁବକଟି ଦୁଷ୍କର୍ମ କରିଥିଲା । ମୁମ୍ବଇର ଖରଘର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ପ୍ରଥମେ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିବା ପାଇଁ ମନା କରିଥିଲା  ହେଲେ ପରେ ପିପୁଲ ଫର ଏଥିନିକ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲର ବା ପେଟାର ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିଲା  । ଆଇପିସି ଧାରା ୩୭୭ରେ ଏହି ମାମଲା ରୁଜୁ ହୋଇଥିଲା । ଏଥିରେ ପଶୁଙ୍କ ସହ ଦୁଷ୍କର୍ମ କରିବା ଏକ ଅପରାଧ ।

ପରେ ଏହି ଯୁବକକୁ ଗିରଫ କରାଯାଇଛି। ସେ ଅନେକ ପଶୁଙ୍କ ସହ ଏପରି ହୀନ କାର୍ଯ୍ୟକରିଥିବା ସ୍ୱୀକାର କରିଛି । ଆଇପିସି ୩୭୭ ଅନୁସାରେ ମାମଲା ରୁଜୁ ହୋଇଛି । ଏଥିରେ ୧୦ ବର୍ଷ କାରାଦଣ୍ଡ ହେବାର ପ୍ରାବଧାନ ରହିଛି ।

   Related Posts