Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗିରଫ ପରେ ବି ଚେତିଲାନି, ଜାମିନ୍‌ରେ ଥାଇ ଚୋରା ମଦ ତିଆରି କରୁଥିବା ବେଳେ ଗିରଫ

18/12/2019 at 11:35 AM

ପଟ୍ଟାମୁଣ୍ଡାଇ ୧୮।୧୨: କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆ ଖାସମଣ୍ଡା ଗାଁରେ ଚୋରା ମଦ ପ୍ରସ୍ତୁତି ବେଳେ ତଳଚୁଆ ସାମୁଦ୍ରିକ ଥାନା ପୋଲିସ ଚଢାଉ କରିଥିଲା । ଚୋରାରେ ମଦ ତିଆରି କରିବା ଅଭିଯୋଗରେ ଖାସମୁଣ୍ଡା ଗାଁ ଚତୁର୍ଭୁଜ ମଣ୍ଡଳଙ୍କୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଚତୁର୍ଭୁଜ ଗତ ମାସରେ ମଧ୍ୟ ଚୋରା ମଦ ତିଆରି କରିବା ଅଭିଯୋଗରେ ଗିରଫ ହୋଇଥିଲା । ଜାମିନରେ ଆସିବା ପରେ ପୁଣି ଚୋରା ମଦ ତିଆରି କରୁଥିବାର ଖବର ପାଇଥିଲା ପୋଲିସ ।

   Related Posts